ମହାପଣ୍ଡିତ Mahāpanṇḍita

  • ସଂ. ବିଣ ଓ ବି ପୁଂ — ଗଭୀର ପାଣ୍ଡିତ୍ୟଯୁକ୍ତ; ଅଗାଧ ବିଦ୍ଯାଯୁକ୍ତ (ବ୍ଯକ୍ତି) — Of deep learning highly learned (man)