ମହାଦ୍ୱୀପ Mahā dwīpa
- ସଂ. ବି (କର୍ମଧା) — ମହାସାଗରବେଷ୍ଟିତ ସୁବିସ୍ତୀର୍ଣ୍ଣ ଦ୍ୱୀପ — An island continent
- ସଂ. ବି (କର୍ମଧା) — [ଦ୍ର—ପ୍ରାଚୀନ ହିନ୍ଦୁମାନଙ୍କ ମତରେ ପୃଥିବୀ 7 ଗୋଟି ମହାସାଗର ବେଷ୍ଟିତ 7 ଗୋଟି ମହାଦ୍ୱୀପରେ ବିଭକ୍ତ ଥିଲା; ଯଥା—ଜମ୍ବୁ (ଭାରତବର୍ଷ), ପ୍ଳକ୍ଷ, ଶାଳ୍ମକି, କୁଶ, କ୍ରୌଞ୍ଚ, ଶାକ ଓ ପୁଷ୍କର। ଆଧୁନିକ ପଣ୍ଡିତମାନଙ୍କ ମତରେ ପୃଥିବୀ 2 ଟି ମହା— ଦ୍ୱୀପରେ ବିଭକ୍ତ ଯଥା— ଆସିଆ, ଇଉରୋପ ଓ ଆଫ୍ରିକା ମିଶି ପ୍ରାଚୀନ ମହାଦ୍ୱୀପ ଏବଂ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ମିଶି ନୂତନ ମହାଦ୍ୱୀପ । ଅଷ୍ଟ୍ରେଲିୟା ମଧ୍ୟ ଗୋଟିଏ ମହାଦ୍ୱୀପ ଅଟେ ।] — [ଦ୍ର—ପ୍ରାଚୀନ ହିନ୍ଦୁମାନଙ୍କ ମତରେ ପୃଥିବୀ7ଗୋଟି ମହାସାଗର ବେଷ୍ଟିତ7ଗୋଟି ମହାଦ୍ୱୀପରେ ବିଭକ୍ତ ଥିଲା; ଯଥା—ଜମ୍ବୁ (ଭାରତବର୍ଷ), ପ୍ଳକ୍ଷ, ଶାଳ୍ମକି, କୁଶ, କ୍ରୌଞ୍ଚ, ଶାକ ଓ ପୁଷ୍କର ଆଧୁନିକ ପଣ୍ଡିତମାନଙ୍କ ମତରେ ପୃଥିବୀ2ଟି ମହା— ଦ୍ୱୀପରେ ବିଭକ୍ତ ଯଥା— ଆସିଆ, ଇଉରୋପ ଓ ଆଫ୍ରିକା ମିଶି ପ୍ରାଚୀନ ମହାଦ୍ୱୀପ ଏବଂ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ମିଶି ନୂତନ ମହାଦ୍ୱୀପ ଅଷ୍ଟ୍ରେଲିୟା ମଧ୍ୟ ଗୋଟିଏ ମହାଦ୍ୱୀପ ଅଟେ ]