ମହାଦ୍ରୁମ Mahā druma

  • ସଂ. ବି (କର୍ମଧା) — ଖୁବ୍ ବଡ଼ ଗଛ — 1. Very big tree
  • ସଂ. ବି (କର୍ମଧା) — ବଟ ଗଛ — Banyan tree
  • ସଂ. ବି (କର୍ମଧା) — ଅଶ୍ୱତ୍ଥ ଗଛ — The religious or sacred fig tree
  • ସଂ. ବି (କର୍ମଧା) — ତାଳ ଗଛ(ହି.ଶ.) — The palm tree
  • ସଂ. ବି (କର୍ମଧା) — ମହୁଆ ଗଛ (ହି.ଶ.) — Bassia Latifolia (tree)
  • ସଂ. ବି (କର୍ମଧା) — ଏକ ପୌରାଣିକ ବର୍ଷ ବା ଦେଶ — Name of a mythological country