ମହାଦେଶ Mahā deṡa

  • ସଂ. ବି (ଭୂଗୋଳ) — ବହୁଦେଶର ସମଷ୍ଟି; ଯେଉଁ ବିସ୍ତୀର୍ଣ୍ଣ ଭୂଖଣ୍ଡରେ ଅନେକ ଦେଶ ଥାଏ — Continent
  • ସଂ. ବି (ଭୂଗୋଳ) — (ଯଥା—ଆସିଆ, ଇଉରୋପ, ଆଫ୍ରିକା, ଆମେରିକା ।)