ମହାତ୍ମା Mahātmā
- ସଂ. ବିଣ. ପୁଂ ଓ ସ୍ତ୍ରୀ (ମହତ୍+ଆତ୍ମନ୍; 1 ମା. 1 ବ ବହୁବ୍ରୀହି) — ମହୋନ୍ନତ; ଉଦାରସ୍ୱଭାବାପନ୍ନ ମହାନୁଭବ; ମହାମନାଃ — Noble; high-minded; magnanimous
- ସଂ. ବିଣ. ପୁଂ ଓ ସ୍ତ୍ରୀ (ମହତ୍+ଆତ୍ମନ୍; 1 ମା. 1 ବ ବହୁବ୍ରୀହି) — ବଦାନ୍ୟ — Liberal
- ସଂ. ବି — ମହାପୁରୁଷ — A great man; a genius
- ସଂ. ବି — ମହାନ୍ ସାଧୁ; ମହର୍ଷି (ହି.ଶ) — A great sage
- ସଂ. ବି — ପରମାତ୍ମା (ହି.ଶ) — The Divine Soul pervading the Universe
- ସଂ. ବି — ପିତୃମାନଙ୍କ ଗଣ ବିଶେଷ (ହି,.ଶ) — A class of the manes
- ସଂ. ବି — ମହତ୍ତତ୍ୱ (ହି.ଶ) (ଦେଖ) — Mahattatwa (See)
- ସଂ. ବି — ଶିବ (ହି.ଶ) — ṡiba