ମହାତ୍ମା ଗାନ୍ଧି Mahātmā gandhi
- ଦେ. ବି — ଭାରତର ଆଧୁନିକଯୁଗର ଜଗତ୍ ପରିଚିତ ମହାପୁରୁଷ; ମୋହନ ଦାସ କରମଚାନ୍ଦ ଗାନ୍ଧୀ — Mahātmā Gāndhī the greatest. modern regenerator of India
- ଦେ. ବି — [ଦ୍ର—ଗାନ୍ଧି ମହାତ୍ମା ଶବ୍ଦରେ ଏ ଗ୍ରନ୍ଥର 2 ୟ ଖଣ୍ଡ 2198 ପୃଷ୍ଠାର ଦ୍ୱିତୀୟ ସ୍ତମ୍ଭରେ 'ମୋହନଲାଲ କରମ ଚାନ୍ଦ ଗାନ୍ଧି' ବୋଲି ଲେଖାଅଛି। ତାହା 'ମୋହନ ଦାସ କରମ ଚାନ୍ଦ ଗାନ୍ଧୀ' ପଢ଼ିବାକୁ ହେବ।] — [ଦ୍ର—ଗାନ୍ଧି ମହାତ୍ମା ଶବ୍ଦରେ ଏ ଗ୍ରନ୍ଥର2ୟ ଖଣ୍ଡ2198ପୃଷ୍ଠାର ଦ୍ୱିତୀୟ ସ୍ତମ୍ଭରେ 'ମୋହନଲାଲ କରମ ଚାନ୍ଦ ଗାନ୍ଧି' ବୋଲି ଲେଖାଅଛି ତାହା 'ମୋହନ ଦାସ କରମ ଚାନ୍ଦ ଗାନ୍ଧୀ' ପଢ଼ିବାକୁ ହେବ]