ମହାତିକ୍ତ Mahā tikta

  • ସଂ. ବିଣ — ଅତ୍ୟନ୍ତ ପିତା; ଅତି ବିର୍କାଟିଆ ପିତା — Very bitter (in taste)
  • ସଂ. ବି — ମାହାଳ ଗଛ — Melia Azadarachta (tree)
  • ସଂ. ବି — ନିମ୍ବ ଗଛ — Neem tree
  • ସଂ. ବି — ଚିରେଇତା — Agathitis Chirayata
  • ସଂ. ବି — ଯବତିକ୍ତା (ଦ୍ରବ୍ଯଗୁଣ) — A species of Chirayata