ମହାତମ୍ୟ Mahātamya
- ଗ୍ରା. ବି. ସଂ. (ମାହାତ୍ମ୍ୟ) — ମାହାତ୍ମ୍ୟ; ମହିମା — Greatness
- ଗ୍ରା. ବି. ସଂ. (ମାହାତ୍ମ୍ୟ) — (ଉ—ଯେ ନର— ପତିଙ୍କର ଥିଲା ଦିବା କ୍ରମ, ମହାତମ୍ୟ ତ୍ୟାଗ ଶ୍ରଦ୍ଧା ପରାକ୍ରମ। କୃଷ୍ଣସିଂହ. ମହାଭାରତ ଆଦି।)
- ଗ୍ରା. ବି. ସଂ. (ମାହାତ୍ମ୍ୟ) — ଗୌରବ — Glory
- ବୈଦେ. ବି. (ଆ. ମାତମ୍) — ମୃତ ବ୍ଯକ୍ତି ପାଇଁ ଆମ୍ତୀୟ ମାନଙଅକ ଶୋକ — Lamentation by the relatives of a deceased person
- ବୈଦେ. ବି. (ଆ. ମାତମ୍) — (।ଥା—ମହରମରେ ମୁସଲମାନମାନଙ୍କର ଦିପହରିଆ ମହାତମ୍।]