ମହାଜନୀ ମର୍ଯ୍ୟାଦା Mahājanī marj̄yādā
- ପ୍ରାଦେ. (ପୁରକୀ) ବି — ବିବାହ ବ୍ରତ ଆଦି ଉପଲକ୍ଷରେ କୌଣସି ବ୍ରାହ୍ମଣ ଶାସନର ମହାଜନମଣ୍ଡଳୀଙ୍କୁ ପ୍ରଦତ୍ତ ସମ୍ମାନସୂଚକ ଉପହାର — Any present given to the village community of a Brāhmaṇa village (collectively) by a person on the occasion of some family ceremony