ମହାଜନାନ୍ କୋଠ Mahājanān koṭha

  • ପ୍ରାଦେ (ପୁରୀ) ବି — (ଓଡ଼ିଶାର ସେଟେଲମେଣ୍ଟ ଉପଲକ୍ଷରେ ପ୍ରଚାରିତ ବା ବ୍ଯବହୃତ ଶବ୍ଦ)—ଗ୍ରାମବାସୀ ବ୍ରାହ୍ମଣମାନଙ୍କର ସାଧାରଣ ବା ଇଜମାଲି ସମ୍ପତ୍ତି — The common property of the village, which is jointly held by all the Brāhmaṇa-villagers