ମହାଗ୍ରୀବୀ Nahāgrība

  • ସଂ. ବିଣ. ପୁଂ (ମହତୀ ଅଟେ ଗ୍ରୀବ ଯାହାର; ବହୁବ୍ରୀହି; ମହତୀ+ଗ୍ରୀବା) — ବୃହତ ଗ୍ରୀବାବିଶିଷ୍ଟ; ବିଶାଳ ଗ୍ରୀବାଯୁକ୍ତ — Having a big neck
  • ସଂ. ବି — ଉଷ୍ଟ୍ର; ଓଟ — The camel
  • ସଂ. ବି — ଶିବ (ହି. ଶ) — Ṡiba
  • ସଂ. ବି — ଶିବଙ୍କ ଅନୁଚରଣବିଶେଷ — An attendant of Ṡiba