ମହାଗୁରୁ Mahāguru

  • ସଂ. ବି (ମହାନ୍+ଗୁରୁ; କର୍ମଧା) — ଶ୍ରେଷ୍ଠ ଗୁରୁଜନ — One's most venerable elder
  • ସଂ. ବି (ମହାନ୍+ଗୁରୁ; କର୍ମଧା) — [ଦ୍ର— ପୁରୁଷର ମହାଗୁରୁ—ପିତା, ଓ ମାତା ଓ ଆଚାର୍ଯ୍ଯ। ଅବିବାହିତା କନ୍ୟାର ମହାଗୁରୁ—ପିତା ଓ ମାତା। ବିବାହିତ କନ୍ୟାର ମହାଗୁରୁ—ସ୍ୱାମୀ।]