ମହାଗିରି Mahāgiri
- ସଂ. ବି — (କର୍ମଧା) ବଡ଼ ପର୍ବତ — A big or lofty mountain
- ସଂ. ବି — (ନାମ) କୁବେରଙ୍କର 8 ପୁତ୍ର ମଧ୍ୟରୁ ଏକ — (ନାମ) କୁବେରଙ୍କର8ପୁତ୍ର ମଧ୍ୟରୁ ଏକ—. Name of one of the 8 sons of Kubera
- ସଂ. ବି — [ଦ୍ର—ଏ ପିତାଙ୍କ ଶିବ ପୂଜନ ପାଇଁ ଆଣୁଥିବା ଫୁଲକୁ ଶୁଘିଂବାରୁ କୁବେରଙ୍କ ଶାପରେ କଂସର ଭାଇରୂପେ ଜନ୍ମିଥିଲେ ଓ କୃଷ୍ଣଙ୍କଦ୍ୱାରା ନିହତ ହେଲେ—ହି. ଶ ।]