ମହାଗନ୍ଧା Mahāgandhā
- ସଂ. ବିଣ. ସ୍ତ୍ରୀ (ମହାଗନ୍ଧ+ଆ) — ମହାଗନ୍ଧର ସ୍ତ୍ରୀଲିଙ୍ଗ — Feminine of Mahāgandha
- ସଂ. ବି. ସ୍ତ୍ରୀ — ଚାମୁଣ୍ଡା — A name of Chāmuṇḍā
- ସଂ. ବି. ସ୍ତ୍ରୀ — ନାଗବଳା (ହି.ଶ) (ଦେଖ) — Nāgabaḻā (See)
- ସଂ. ବି. ସ୍ତ୍ରୀ — କିଆ (ହି. ଶ) — Pandanus odoratissimus (plant)