ମହାକ୍ରୋଧ Mahākrodha

  • ସଂ. ବି — (କର୍ମଧା) ଭୟଙ୍କର ରାଗ — Great anger; fierce rage
  • ସଂ. ବି — (ବହୁବ୍ରୀହି) ଶିବ (ହି. ଶ) — Ṡiba
  • ଦେ. ବିଣ. ପୁଂ — ଅତ୍ୟନ୍ତ କ୍ରୁଦ୍ଧ — Enraged