ମହାକାୟ Mahākāya
- ସଂ. ବିଣ. ପୁଂ (ମହାନ୍+କାୟ=ଶରୀର ଯାହାର; ବହୁବ୍ରୀହି) — ପ୍ରକାଣ୍ଡ ବା ବୃହତ୍ ଶରୀର ବିଶିଷ୍ଟ — Gigantic; big-bodied; bulky
- ସଂ. ବି (ବହୁବ୍ରୀହି) — ଅତିକାୟ; ବଡ଼ ହାତୀ — A big elephant
- ସଂ. ବି (ବହୁବ୍ରୀହି) — ନନ୍ଦି; ଶିବଙ୍କର ଦ୍ୱାରପାଳ — One of the door-keepers of Ṡiba
- ସଂ. ବି (ବହୁବ୍ରୀହି) — ଶିବ — Ṡiba (Apte)
- ସଂ. ବି (ବହୁବ୍ରୀହି) — ବିଷ୍ଣୁ — Bishṇu (Apte)