ମହାକାର୍ତ୍ତିକ Mahākārttika
- ଦେ. ବି — ମହାପୁଣ୍ୟମୟ କାର୍ତ୍ତିକମାସ — The month of Kārttika which is a period of great sanctity.—]
- ଦେ. ବି — [ଲୁଣ ଘିନି ଖାଇବି, ଅଦା ଘିନି ଖାଇବି, ଏଡ଼େ ବଡ଼ ମହାକାର୍ତ୍ତିକ ଆଉ କାହୁଁ ପାଇବି?—ଢଗ।]
- ଦେ. ବି — [ଦ୍ର— ଏହିପରି ମହାବୈଶାଖ ଓ ମହାମାଘ ଶବ୍ଦମାନଙ୍କର ପ୍ରୟୋଗ ହୁଏ।]