ମହା ଶନି Mahāṡani

  • ସଂ. ବି — (ମହା+ଅଶନି) ଭୟଙ୍କର ବଜ୍ର — A great thunder
  • ସଂ. ବି — ରାମାୟଣୋକ୍ତ ଦୈତ୍ୟବିଶେଷ — A Rākshasa decribed in the Rāmāyaṇa
  • ସଂ. ବି — (ଉ— ବାତ ସୁତ ମୁଷ୍ଟି ମହାଶନି ହନୁ ସାନୁ ଚୂରି। ଭଞ୍ଜ ବୈଦେହୀଶବିଳାସ)