ମହା ଲାୟକ Mahā lāyaka

  • ଦେ. ବି (ସଂ. ମହାନ୍+ନାୟକ) ଖଣ୍ଡାଏତ (ଦେଖ) — Khaṇḍāeta (See)
  • ଦେ. ବି (ସଂ. ମହାନ୍+ନାୟକ) [ଦ୍ର—ଏମାନେ ପୂର୍ବେ କିଲ୍ଲାଦାର୍ ଥିଲେ । ବର୍ତ୍ତମାନ ଏହା ଜାତୀୟ ଉପାଧିରେ ପରିଣତ ହୋଇଅଛି ।]