ମହା ରୌରବ Mahāra̲u̲raba
- ସଂ. ବି—(ମହତ୍+ଗୁରୁ+ଜାତାର୍ଥେ. ଅ) ନରକ— ବିଶେଷ; ମହାପାପୀମାନଙ୍କର ଯନ୍ତ୍ରଣା ଭୋଗ କରିବାର ସ୍ଥାନ; ନରକର ଅଂଶବିଶେଷ — A part of the hell where sinners undergo great tormentings
- ସଂ. ବି—(ମହତ୍+ଗୁରୁ+ଜାତାର୍ଥେ. ଅ) [ଦ୍ର— ମନୁ 4। 88 ଠାରୁ 90 ରେ 21 ଟି ନରକରେ ବର୍ଣ୍ଣନା ଅଛି, ଯଥା— ତାମିଶ୍ର, ଅନ୍ଧତାମିଶ୍ର, ମହାରୌରବ, ରୌରବ, କାଳସୂତ୍ର, ମହାନରକ, ସଞ୍ଜୀବନ, ମହାବୀଚି, ତପନ, ସମ୍ପ୍ରତାପନ, ସଂଘାତ, ସକାକୋଳ କୁଡ୍ରଳ, ପୁତିମୃତ୍ତିକ, ଲୋହଶଙ୍କୁ, ଋଜୀଷ, ପନ୍ଥାନ, ଶାଳ୍ମଳୀ, ନଦୀ, ଅସିପତ୍ର ବନ, ଲୋହଦାରକ। ଯେଉଁ ଲୋଭୀ ଶାସ୍ତ୍ର- ମାର୍ଗପରିତ୍ୟାଗୀ ବ୍ରାହ୍ମଣ ରାଜାଠାରୁ ଦାନ ନିଏ ସେ କ୍ରମାନ୍ୱୟରେ ଏହି 21 ନରକରେ ପତିତ ହୁଏ—ମନୁ 4। 87 ।] — [ଦ୍ର— ମନୁ4 88ଠାରୁ90ରେ21ଟି ନରକରେ ବର୍ଣ୍ଣନା ଅଛି, ଯଥା— ତାମିଶ୍ର, ଅନ୍ଧତାମିଶ୍ର, ମହାରୌରବ, ରୌରବ, କାଳସୂତ୍ର, ମହାନରକ, ସଞ୍ଜୀବନ, ମହାବୀଚି, ତପନ, ସମ୍ପ୍ରତାପନ, ସଂଘାତ, ସକାକୋଳ କୁଡ୍ରଳ, ପୁତିମୃତ୍ତିକ, ଲୋହଶଙ୍କୁ, ଋଜୀଷ, ପନ୍ଥାନ, ଶାଳ୍ମଳୀ, ନଦୀ, ଅସିପତ୍ର ବନ, ଲୋହଦାରକ ଯେଉଁ ଲୋଭୀ ଶାସ୍ତ୍ର- ମାର୍ଗପରିତ୍ୟାଗୀ ବ୍ରାହ୍ମଣ ରାଜାଠାରୁ ଦାନ ନିଏ ସେ କ୍ରମାନ୍ୱୟରେ ଏହି21ନରକରେ ପତିତ ହୁଏ—ମନୁ4 87]