ମହା ମାନୀ Mahā mānī

  • ସଂ. ବିଣ. ପୁଂ (ମହାମାନ୍+ଇନ୍; 1 ମା. 1 ବ) — ଅତ୍ୟନ୍ତ ସମ୍ମାନିତ — Highly respected
  • ଦେ. ବିଣ — ଅତି ଅଭିମାନୀ — Prone to take offence on slight cause