ମହା ମାତ୍ର Mahā mātra
- ସଂ. ବିଣ. ପୁଂ (ମହତ୍+ମାତ୍ରା= ହସ୍ତ୍ୟଶ୍ୱାଦି ବା ଧନ ଯାହାର ଅଛି; ବହୁବ୍ରୀହି) — ରାଜ୍ୟର କର୍ତ୍ତା — The head of a kingdom
- ସଂ. ବିଣ. ପୁଂ (ମହତ୍+ମାତ୍ରା= ହସ୍ତ୍ୟଶ୍ୱାଦି ବା ଧନ ଯାହାର ଅଛି; ବହୁବ୍ରୀହି) — ଧନୀ ସେନାପତି — A rich general
- ସଂ. ବିଣ. ପୁଂ (ମହତ୍+ମାତ୍ରା= ହସ୍ତ୍ୟଶ୍ୱାଦି ବା ଧନ ଯାହାର ଅଛି; ବହୁବ୍ରୀହି) — ଶ୍ରେଷ୍ଠ ବ୍ଯକ୍ତି — An eminent person
- ସଂ. ବିଣ. ପୁଂ (ମହତ୍+ମାତ୍ରା= ହସ୍ତ୍ୟଶ୍ୱାଦି ବା ଧନ ଯାହାର ଅଛି; ବହୁବ୍ରୀହି) — ଆଚାର୍ଯ୍ଯ — A preceptor
- ସଂ. ବିଣ. ପୁଂ (ମହତ୍+ମାତ୍ରା= ହସ୍ତ୍ୟଶ୍ୱାଦି ବା ଧନ ଯାହାର ଅଛି; ବହୁବ୍ରୀହି) — ସଚିବ — Minister
- ସଂ. ବିଣ. ପୁଂ (ମହତ୍+ମାତ୍ରା= ହସ୍ତ୍ୟଶ୍ୱାଦି ବା ଧନ ଯାହାର ଅଛି; ବହୁବ୍ରୀହି) — ଧନୀ ବ୍ଯକ୍ତି — A rich person
- ସଂ. ବିଣ. ପୁଂ (ମହତ୍+ମାତ୍ରା= ହସ୍ତ୍ୟଶ୍ୱାଦି ବା ଧନ ଯାହାର ଅଛି; ବହୁବ୍ରୀହି) — ହସ୍ତିପକ; ହାତୀର ମାହୁନ୍ତ; ହସ୍ତି ରକ୍ଷକ — The driver or keeper of an elephant
- ସଂ. ବିଣ. ପୁଂ (ମହତ୍+ମାତ୍ରା= ହସ୍ତ୍ୟଶ୍ୱାଦି ବା ଧନ ଯାହାର ଅଛି; ବହୁବ୍ରୀହି) — ମହାମନ୍ତ୍ରୀ (ହି.ଶ) — Prime minister (Apte)
- ସଂ. ବିଣ. ପୁଂ (ମହତ୍+ମାତ୍ରା= ହସ୍ତ୍ୟଶ୍ୱାଦି ବା ଧନ ଯାହାର ଅଛି; ବହୁବ୍ରୀହି) — ହାତୀମାନଙ୍କ ତତ୍ତ୍ୱ ନେବା କର୍ମଚାରୀ (ହି.ଶ) — The supervisor of elephants;
- ସଂ. ବିଣ — ପ୍ରଧାନ (ହି.ଶ) — Principal; chief
- ସଂ. ବିଣ — ସମୃଦ୍ଧ (ହି.ଶ.) — Affluent
- ସଂ. ବିଣ — ଧନୀ (ହି.ଶ.) — Rich