ମହା ମାଂସ Mahā māṁsa
- ସଂ.ବି (ମହତ୍ ତଳେ ଟୀକା ଦେଖ; ମହତ୍ ଶବ୍ଦ ମାଂସ ଶବ୍ଦ ସଙ୍ଗେ ବ୍ଯବହୃତ ହେବା ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥାକାରମାନେ ଏହା ପ୍ରୟୋଗ କରିଥିବାର ଦେଖାଯାଏ) — ନର ମାଂସ — Human flesh
- ସଂ.ବି (ମହତ୍ ତଳେ ଟୀକା ଦେଖ; ମହତ୍ ଶବ୍ଦ ମାଂସ ଶବ୍ଦ ସଙ୍ଗେ ବ୍ଯବହୃତ ହେବା ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥାକାରମାନେ ଏହା ପ୍ରୟୋଗ କରିଥିବାର ଦେଖାଯାଏ) — ଗୋ ମାଂସ (ହି.ଶ) — Beef