ମହା ମଲ୍ଲ Mahā malla

  • ସଂ. ବିଣ (କର୍ମଧାରୟ; ମହାନ୍+ମଲ୍ଲ=ଯୋଦ୍ଧା) — ବଳବାନ୍ ଯୋଦ୍ଧା; ମହାବଳ ବୀର — A great hero
  • ସଂ. ବିଣ (କର୍ମଧାରୟ; ମହାନ୍+ମଲ୍ଲ=ଯୋଦ୍ଧା) — (ଉ—କି ବୃତ୍ତି କରି ତୁମ୍ଭେ ଜାତି ଶ୍ରେଷ୍ଠ ହେଲ, କହତ ମୋତେ ହେ ଶମ୍ବର ମହାମଲ୍ଲ । କୃଷ୍ଣସିଂହ. ମହାଭାରତ ଅନୁଶାସନ ।)