ମହା ମନ୍ତ୍ର Mahā mantra

  • ସଂ. ବି. (କର୍ମଧା) — ପ୍ରଧାନ ବା ଶକ୍ତିଶାଳୀ ମନ୍ତ୍ର — A very effcacious charm or formula
  • ସଂ. ବି. (କର୍ମଧା) — ଇଷ୍ଟ ମନ୍ତ୍ର; ଗୁରୁ ମନ୍ତ୍ର — The formula to which a person is initiated by his spiritual preceptor