ମହା ଭୀରୁ Mahā bhīru

  • ସଂ. ବିଣ — ଅତ୍ୟନ୍ତ ଭୟଶୀଳ — Very timid
  • ସଂ. ବି — ଗଉଡ଼ୁଣୀ ପୋକ (ହି.ଶ) — The black myriapod (insect)
  • ସଂ. ବି — ତେଲୁଣି ପୋକ — Galley worm
  • ସଂ. ବି — [ଦ୍ର—ସାମାନ୍ୟ ମାତ୍ର ଆଘାତ ପାଇଲେ ଏ କୁଣ୍ଡଳାକାର ଧାରଣ କରେ ।]