ମହା ଭୀମ Mahā bhīma

  • ସଂ. ବି — ଶିବାନୁଚର ଭୃଙ୍ଗୀ — One of the attendants of siba
  • ସଂ. ବି — ମହାରାଜ ଶାନ୍ତନୁ — King Ṡāntanu, the ancestor of the Pāṇḍabas
  • ସଂ. ବିଣ ପୁଂ — ଅତି ଭୟଙ୍କର — Very ferocious or frightful