ମହା ବ୍ୟାଧି Mahā byādhi
- ସଂ. ବି—(ମହତ୍+ବ୍ୟାଧି; କର୍ମଧା) — ଦୁରାରୋଗ୍ୟ ପୀଡ଼ା — Incurable disease
- ସଂ. ବି—(ମହତ୍+ବ୍ୟାଧି; କର୍ମଧା) — କୁଷ୍ଠରୋଗ — Leprosy
- ସଂ. ବି—(ମହତ୍+ବ୍ୟାଧି; କର୍ମଧା) — ଏକ ପ୍ରକାର କୃଷ୍ଣ ବର୍ଣ୍ଣ କୁଷ୍ଠ ରୋଗ — A very bad kind of leprosy; black leprosy (Apte)