ମହା ବୈଡ୍ୟ Mahā ba̲i̱dya

  • ସଂ. ବି. ପୁଂ (କର୍ମଧା) — ନିକୃଷ୍ଟ ଚିକିତ୍ସକ — A quack doctor
  • ସଂ. ବି. ପୁଂ (କର୍ମଧା) — [ଦ୍ର—ମହତ୍ ତଳେ ଟୀକା ଦେଖ; ବୈଦ୍ୟ ଶବ୍ଦ ପୂର୍ବେ ମହତ୍ ଶବ୍ଦର ପ୍ରୟୋଗ ନିଷିଦ୍ଧ; ତଥାପି ସଂସ୍କୃତ ଲେଖକମାନଙ୍କ ଦ୍ୱାରା ନିକୃଷ୍ଟ ବୈଦ୍ୟ ଅର୍ଥରେ ଏ ଶବ୍ଦର ପ୍ରୟୋଗ ଦେଖାଯାଏ।]