ମହା ବଂଶ Mahā baṁṡa

  • ସଂ. ବି (କର୍ମଧା) — ମହତକୁଳ; ଉଚ୍ଚବଂଶ; ପ୍ରସିଦ୍ଧ ବଂଶ — Noble family; a celebrated race
  • ସଂ. ବି (କର୍ମଧା) — ସଂସ୍କୃତଗ୍ରନ୍ଥବିଶେଷ — Title of a Sanskit work
  • ସଂ. ବିଣ. ପୁଂ (ବହୁବ୍ରୀହି) — ଉଚ୍ଚକୁଳସମ୍ଭୂତ — Born of a high or noble family