ମହା ପ୍ରାଣ Mahā prāṇa
- ସଂ. ବି (ମହତ୍+ପ୍ରାଣ=ପ୍ରାଣ ବାୟୁ ଯାହାର; ବହୁବ୍ରୀହି) — (ବ୍ୟାକରଣ) ବର୍ଗର 2 ୟ ଓ 4 ର୍ଥ ବର୍ଣ୍ଣମାନ (ଖ, ଘ, ଛ, ଝ, ଠ, ଢ, ଥ, ଧ, ଫ, ଭ) ଓ ଶ, ଷ, ସ, ଓ ହ — (ବ୍ୟାକରଣ) ବର୍ଗର2ୟ ଓ4ର୍ଥ ବର୍ଣ୍ଣମାନ (ଖ, ଘ, ଛ, ଝ, ଠ, ଢ, ଥ, ଧ, ଫ, ଭ) ଓ ଶ, ଷ, ସ, ଓ ହ— . The 2nd and 4th letters of the 5 Bargas of the consonants and the sibiliants of S and H; the aspirates among the consonants
- ସଂ. ବି (ମହତ୍+ପ୍ରାଣ=ପ୍ରାଣ ବାୟୁ ଯାହାର; ବହୁବ୍ରୀହି) — [ଦ୍ର—ଯେଉଁ ବର୍ଣ୍ଣ— ମାନଙ୍କର ଉଚ୍ଚାରଣରେ ବେଶି ନିଶ୍ୱାସ ଦରକାର ହୁଏ ତାକୁ ମହାପ୍ରାଣ ବର୍ଣ୍ଣ ବୋଲାଯାଏ।]
- ସଂ. ବି (ମହତ୍+ପ୍ରାଣ=ପ୍ରାଣ ବାୟୁ ଯାହାର; ବହୁବ୍ରୀହି) — ଉପର୍ଯ୍ଯୁକ୍ତ ବର୍ଣ୍ଣମାନଙ୍କ ଉଚ୍ଚାରଣରେ ବ୍ଯବହୃତ ଶ୍ୱାସ — The hard breathing or aspirate sound made in the pronunciation of the aspirates (Apte)
- ସଂ. ବି (ମହତ୍+ପ୍ରାଣ=ପ୍ରାଣ ବାୟୁ ଯାହାର; ବହୁବ୍ରୀହି) — ଡାମରାକାଉ — The crow; rooks
- ବିଣ, ପୁଂ — ଅତି ଉଦାର ହୃଦୟଯୁକ୍ତ (ବ୍ଯକ୍ତି) — High-minded
- ବିଣ, ପୁଂ — (ବ୍ୟାକରଣ) ଯେଉଁ ବର୍ଣ୍ଣମାନଙ୍କ ଉଚ୍ଚାରଣ ପାଇଁ ବେଶି ଶ୍ୱାସ ଦରକାର ହୁଏ — (grammar) (letters) Requiring hard breathing or aspirate sound