ମହା ପାତକ Mahā pātaka

  • ସଂ. ବି (କର୍ମଧା) — ଘୋର ପାତକ; ମହାପାପ — A great sin; a heinous sin
  • ସଂ. ବି (କର୍ମଧା) — [ଦ୍ର— ଶାସ୍ତ୍ର ମତରେ 5 ଗୋଟି କର୍ମ ମହାପାତକ ଅଟେ। ବ୍ରହ୍ମହତ୍ୟା, ସୁରାପାନ, ଗୁରୁପତ୍ନୀ ହରଣ, ସୁବର୍ଣ୍ଣ ଚୋରୀ ଏବଂ ଏହି 4 କର୍ମ ଯେ କରନ୍ତି ତାଙ୍କ ସଙ୍କେ ସଂସର୍ଗ— ମନୁ 11। 55 ଓ 9। 235 ।] — [ଦ୍ର— ଶାସ୍ତ୍ର ମତରେ5ଗୋଟି କର୍ମ ମହାପାତକ ଅଟେ ବ୍ରହ୍ମହତ୍ୟା, ସୁରାପାନ, ଗୁରୁପତ୍ନୀ ହରଣ, ସୁବର୍ଣ୍ଣ ଚୋରୀ ଏବଂ ଏହି4କର୍ମ ଯେ କରନ୍ତି ତାଙ୍କ ସଙ୍କେ ସଂସର୍ଗ— ମନୁ11 55ଓ9 235]