ମହା ତମ୍ବି Mahā tambi

  • ଦେ. ବି — କୌଣସି ବ୍ଯକ୍ତି ସଙ୍ଗେ କୌଣସି କଥା ପାଇଁ ବିଶେଷ ଯୁଲମ ସହିତ ଅଳି — Pressing demand
  • ଦେ. ବି — ବିଶେଷ ଧମକାଣ — Much threatening