ମହା ତପାଃ Mahā tapāḥ

  • ସଂ. ବିଣ (ମହତ୍+ତପସ୍=ତପସ୍ୟା ଯାହାର; ମହା— ତପସ୍ 1 ମା. 1 ବ) — ଘୋର ତପସ୍ୟାସାଧନ କାରୀ
  • ସଂ. ବିଣ (ମହତ୍+ତପସ୍=ତପସ୍ୟା ଯାହାର; ମହା— ତପସ୍ 1 ମା. 1 ବ) — (ମହାତପା—ଦେଶଜରୂପ)