ମହା ଜ୍ୱାଳ Mahā jwāḻa
- ସଂ. ବି (ବହୁବ୍ରୀହି; ମହତୀ ଜ୍ୱାଳା) — ଯଜ୍ଞାଗ୍ନି; ହୋମାଗ୍ନି (ହି.ଶ.) — The fire kind- led for a fire-sacrifice
- ସଂ. ବି (ବହୁବ୍ରୀହି; ମହତୀ ଜ୍ୱାଳା) — ଏକ ନରକର ନାମ (ହି. ଶ) — Name of a part of hell
- ସଂ. ବି (ବହୁବ୍ରୀହି; ମହତୀ ଜ୍ୱାଳା) — [ଦ୍ର—ପୁତ୍ରବଧୁ ବା କନ୍ଯା ସଙ୍ଗେ ସହବାସ କରିବାକୁ ପାପୀଙ୍କୁ ଏ ନରକରେ ଦଣ୍ଡ ଦିଆଯାଏ—ହି. ଶ]
- ସଂ. ବି (ବହୁବ୍ରୀହି; ମହତୀ ଜ୍ୱାଳା) — ମହାଦେବ; ଶିବ (ହି. ଶ) — Ṡiba