ମହା ଜ୍ୟୈଷ୍ଠୀ Mahā ja̲i̱shṭhī

  • ସଂ. ବି (ମହତ୍+ଜ୍ୟୈଷ୍ଠ+ଈ) — ଜ୍ୟୋତିଷୋକ୍ତ ଶୁଭ ଯୋଗ ବିଶେଷ — Name of an auspicious time according to Hindu astrology
  • ସଂ. ବି (ମହତ୍+ଜ୍ୟୈଷ୍ଠ+ଈ) — [ଦ୍ର—ରବିବାର ଦିନ ଜ୍ୟୈଷ୍ଠ ମାସର ପୂର୍ଣ୍ଣିମା ହେଲେ, ଜ୍ୟୈଷ୍ଠମାସରେ ଗୁରୁବାର ବା ସୋମବାର ଦିନ ଜ୍ୟୋଷ୍ଠା ନକ୍ଷତ୍ର ପଡ଼ିଲେ କିମ୍ବା ଜୈଷ୍ଠ ମାସର ରବିବାର ଦିନ ରୋହିଣୀ ନକ୍ଷତ୍ର ପଡ଼ିଲେ ଏ ଯୋଗ ପଡ଼େ (ହି. ଶ)। କିନ୍ତୁ ମଦନ ମୋହନଙ୍କ ତୀର୍ଥ ଦର୍ଶନରେ ଲେଖାଅଛି ଯେ ଜ୍ୟୈଷ୍ଠ ମାସର ପୂର୍ଣ୍ଣିମା ଗୁରୁବାର ଦିନ ହେଲେ ଚନ୍ଦ୍ର ଓ ବୃହସ୍ପତି ଜ୍ୟେଷ୍ଠା ନକ୍ଷତ୍ରରେ ରହିଲେ ଏହି ଶୁଭଯୋଗ ପଡ଼େ।]