ମହା ଜ୍ଞାନୀ Mahā jn̄ānī

  • ସଂ. ବିଣ. ପୁଂ (ମହତ୍+ଜ୍ଞାନ+ଇନ୍; 1 ମା, 1 ବ) — ଅତ୍ୟନ୍ତ ଜ୍ଞାନବାନ୍ — Very wise
  • ସଂ. ବିଣ ପୁଂ — ଅତ୍ୟନ୍ତ ଜ୍ଞାନବାନ୍ ବ୍ଯକ୍ତି — A very wise person; a seer
  • ସଂ. ବିଣ ପୁଂ — ଶିବ (ହି.ଶ) — Ṡiba