ମହା କାଳୀ Mahākāḻī

  • ସଂ. ବି. ସ୍ତ୍ରୀ (ମହାକାଳ+ସ୍ତ୍ରୀ. ଈ) — ରୁଦ୍ରାଣୀ; ଶିବପତ୍ନୀ; କାଳୀ; ଶ୍ୟାମା; ପାର୍ବତୀଙ୍କ ରୂପ ବିଶେଷ — An incarnation of Goddess kāḻī in her ferocious and naked form
  • ସଂ. ବି. ସ୍ତ୍ରୀ (ମହାକାଳ+ସ୍ତ୍ରୀ. ଈ) — [ଦ୍ର—ଏହାଙ୍କର ପଞ୍ଚମୁଖ ଓ ଅଷ୍ଟଭୁକ ଥିବାର ପୁରାଣରେ ବର୍ଣ୍ଣିତ—ହି. ଶ]