ମହା କରଞ୍ଜ Mahā karan̄ja

  • ସଂ. ବି — ଏକ ପ୍ରକାର କରଞ୍ଜ (ଦେଖ) — A kind of karan̄ja (See)
  • ସଂ. ବି — [ଦ୍ର—ଏଥିର ଫଳ ସାଧରଣ କରଞ୍ଜ ଫଳ ଅପେକ୍ଷା ବଡ଼। ବୈଦ୍ୟଶାସ୍ତ୍ର ମତରେ ଏହାର ମୂଳର ତ୍ୱକ୍ ଗ୍ରହଣୀୟ। ଏହା ତୀକ୍ଷ୍ଣ, ଉଷ୍ଣ, କଟୁ ଓ ବିଷ. କୁଷ୍ଠ, କଣ୍ଡୁ ବ୍ରଣ ଓ ଚର୍ମ ରୋଗ ନାଶକ—(ହି. ଶ.)। ଏହାର ଅନ୍ଯ ସଂ. ନାମ ହସ୍ତିଚାରିଣୀ, ବିଷଘ୍ନୀ, କାଳଘ୍ନୀ, ଷଡ଼୍ଗ୍ରନ୍ଥା, ରସାୟନୀ, ସୁମନାଃ, ମଦ— ହସ୍ତିନୀ, ହସ୍ତି କଞ୍ଜେକ, କାକ ଭାଣ୍ଡୀ, ମଧୁମତୀ।]