ମହା ଆନନ୍ଦ Mahā ānanda

  • ଦେ. ବି (ସଂ. ମହାନନ୍ଦ) — ବିଶେଷ ଆନନ୍ଦ — Great delight
  • ଦେ. ବିଣ. (ସଂ. ମହାନନ୍ଦ) — ବିଶେଷ ଆନନ୍ଦିତ — Greatly delighted; overjoyed
  • ଦେ. ବିଣ. (ସଂ. ମହାନନ୍ଦ) — [ଦ୍ର—ଏହିପରି ମହାପ୍ରେମ, ମହାଖୁସି ଓ ମହାସୁଖ ଆଦିର ପ୍ରୟୋଗ ହୁଏ।]