ମହା ଅକଲିଆ Mahā akaliā

  • ଦେ. ବିଣ — ଭାରି ଅଖଞ୍ଜିଆ; ଅତ୍ୟନ୍ତ ଅସୁବିଧା ଯୁକ୍ତ (କାର୍ଯ୍ୟ) — Very inconvenient or awkward
  • ଦେ. ବିଣ — ଅତି ଅଖାଡ଼ୁଆ (ବ୍ଯକ୍ତି) — Rash (person)