ମହସିଲ୍ଦାର Mahasil-dār

  • ବୈଦେ (ଫା) — (କଚିରିଆ) (ଫା. ମୁହସ୍ସିଲ)— ଅର୍ଥଦଣ୍ଡରେ ଦଣ୍ଡିତ ବ୍ଯକ୍ତିଠାରୁ ଜୋରିମାନା ଆଦାୟ କରିବାପାଇଁ ଭାରପ୍ରାପ୍ତ କର୍ମଚାରୀ — An officer deputed to realise fines imposed by a public officer
  • ବୈଦେ (ଫା) — ତହସିଲଦାର୍ — Rent-collecting officer