ମହଲତ୍ କରେଇବା Mahalat kareibā

  • ଦେ. କ୍ରି—(କଚିରିଆ; ଆ. ମୁହଲ୍ଲତ) — ମକଦମାର ଶୁଣାଣି ତାରିଖ ଘୁଞ୍ଚି ଯିବାର ହୁକୁମ ମିଳିବାର ବନ୍ଦୋବସ୍ତ ବା ତଦ୍ବୀର— କରିବା — To arrange for time being granted for the hearing of a case; to take steps for the adjournment of a case