ମହଲତ ଦେବା Mahhalata debā

  • ଦେ. କ୍ରି—(ଆ. ମୁହଲ୍ଲତ) (କଚିରିଆ) — (ହାକିମ) ମକଦ୍ଦମାର ଶୁଣାଣି ପାଇଁ ପକ୍ଷଙ୍କୁ ପ୍ରାର୍ଥିତ ସମୟ ଦେବା — (a court) To grant or allow time to parties in a case; to grant an adjournment