ମହଲତ କରିବା Mahalat karibā

  • ଦେ. କ୍ରି.—(ଆ. ମୁହଲ୍ଲତ୍) (କଚିରିଆ) — ମହ- ଲତ କରାଇବା (ଦେଖ) — Mahalata karāibā (See)
  • ଦେ. କ୍ରି.—(ଆ. ମୁହଲ୍ଲତ୍) (କଚିରିଆ) — (ହାକିମ ନିଜେ) ମକଦ୍ଦମାର ପକ୍ଷଙ୍କୁ ସମୟ ଦେଇ ମକଦ୍ଦମାର ଅନ୍ଯ ତାରିଖ କରିବା — (the court) To fix another date for a case