ମହର୍ଷି Maharshi
- ସଂ. ବି (ମହାନ୍+ଋଷି; କର୍ମଧା; ମହତ୍ ଶବ୍ଦରୁ ମହା+ ଋଷି) — ଶାସ୍ତ୍ରକଥିତ ସାତ ପ୍ରକାର ଋଷି (ଦେବର୍ଷି, ମହର୍ଷି, ବ୍ରହ୍ମର୍ଷି, ଶ୍ରୁତର୍ଷି, ରାଜର୍ଷି, କାଣ୍ଡର୍ଷି, ପରମର୍ଷି) ଙ୍କ ମଧ୍ୟରୁ ଏକତମ — One of the 7 classes of saints mentioned in the Ṡāstras
- ସଂ. ବି (ମହାନ୍+ଋଷି; କର୍ମଧା; ମହତ୍ ଶବ୍ଦରୁ ମହା+ ଋଷି) — ଶ୍ରେଷ୍ଠ ଋଷି; ପ୍ରଧାନ ମୁନି — An eminent sage
- ସଂ. ବି (ମହାନ୍+ଋଷି; କର୍ମଧା; ମହତ୍ ଶବ୍ଦରୁ ମହା+ ଋଷି) — ପ୍ରଜାପତି; ବ୍ରହ୍ମାଙ୍କଠାରୁ ଜାତ 10 ପ୍ରଜାପତି (ମନୁ. 1 । 34 ) — ପ୍ରଜାପତି; ବ୍ରହ୍ମାଙ୍କଠାରୁ ଜାତ10ପ୍ରଜାପତି (ମନୁ.14)—. The ten patriarchs of mankind procreated by Brahmā
- ସଂ. ବି (ମହାନ୍+ଋଷି; କର୍ମଧା; ମହତ୍ ଶବ୍ଦରୁ ମହା+ ଋଷି) — (ଉ—ଏମାନଙ୍କ ନାମ ଭୃଗୁ, ମରୀଚି, ଅତ୍ରି, ଅଙ୍ଗିରାଃ, ପୁଲହ, କ୍ରତୁ, ମନୁ, ଦକ୍ଷ, ବଶିଷ୍ଟ, ପୁଲସ୍ତ୍ୟ।)
- ସଂ. ବି (ମହାନ୍+ଋଷି; କର୍ମଧା; ମହତ୍ ଶବ୍ଦରୁ ମହା+ ଋଷି) — ମରୀଚ ଅଙ୍ଗିରା ପ୍ରଭୃତି ବ୍ରହ୍ମାଙ୍କର 7 ଜଣ ମାନସପୁତ୍ର (ମରୀଚି, ଅତ୍ରି ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ବଶିଷ୍ଟ) — ମରୀଚ ଅଙ୍ଗିରା ପ୍ରଭୃତି ବ୍ରହ୍ମାଙ୍କର7ଜଣ ମାନସପୁତ୍ର (ମରୀଚି, ଅତ୍ରି ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ବଶିଷ୍ଟ)—. The seven primordial sages born of Brahmā's mind
- ସଂ. ବି (ମହାନ୍+ଋଷି; କର୍ମଧା; ମହତ୍ ଶବ୍ଦରୁ ମହା+ ଋଷି) — ଭୈରବ ରାଗର ପୁତ୍ର, ରାଗବିଶେଷ (ହି. ଶ) — Name of a secondary musical air