ମହର୍ଷି ଦେବେନ୍ଦ୍ରନାଥ ଠାକୁର Maharshi debendranātha ṭhākura
- ଦେ. ବି (ନାମ) — ବଙ୍ଗର ଠାକୁର ଜମିଦାର ବଂଶର ଜଣେ ମହାପଣ୍ଡିତ, ସାଧକ ଓ ପ୍ରଧାନ ବ୍ଯକ୍ତି — Name of a saintly personage and a member of the Tagore zamindar family of Begal
- ଦେ. ବି (ନାମ) — [ଦ୍ର—ଜନ୍ମ 1817 ଓ ମୃତ୍ୟୁ 1905 ଖ୍ରୀଷ୍ଟାବ୍ଦ। ଏ ଦ୍ୱାରକାନାଥ ଠାକୁରଙ୍କ ଜ୍ୟେଷ୍ଠପୁତ୍ର। ଏ ଏକେଶ୍ୱରବାଦୀ ଥିଲେ ଓ ପ୍ରତିମାପୂଜାର ବିରୋଧୀ ଥିଲେ ଏବଂ ଏକେଶ୍ୱର ବ୍ରହ୍ମ ପ୍ରତିପାଦକ ତତ୍ତ୍ୱ ପ୍ରବର୍ତ୍ତନାର୍ଥ ତତ୍ତ୍ୱବୋଧିନୀ ନାମରେ ଏ ମାସିକ ପତ୍ରିକା ଚଳାଉଥିଲେ। ଏ କବିବର ରବୀନ୍ଦ୍ରନାଥଙ୍କର ପିତା। ଏ 1843 ସାଲରେ ବ୍ରାହ୍ମଧର୍ମରେ ଦୀକ୍ଷିତ ହୋଇଥିଲେ ଓ ଆଦି ବ୍ରାହ୍ମସମାଜର ନେତୃସ୍ଥାନୀୟ ଥିଲେ।] — [ଦ୍ର—ଜନ୍ମ1817ଓ ମୃତ୍ୟୁ1905ଖ୍ରୀଷ୍ଟାବ୍ଦ ଏ ଦ୍ୱାରକାନାଥ ଠାକୁରଙ୍କ ଜ୍ୟେଷ୍ଠପୁତ୍ର ଏ ଏକେଶ୍ୱରବାଦୀ ଥିଲେ ଓ ପ୍ରତିମାପୂଜାର ବିରୋଧୀ ଥିଲେ ଏବଂ ଏକେଶ୍ୱର ବ୍ରହ୍ମ ପ୍ରତିପାଦକ ତତ୍ତ୍ୱ ପ୍ରବର୍ତ୍ତନାର୍ଥ ତତ୍ତ୍ୱବୋଧିନୀ ନାମରେ ଏ ମାସିକ ପତ୍ରିକା ଚଳାଉଥିଲେ ଏ କବିବର ରବୀନ୍ଦ୍ରନାଥଙ୍କର ପିତା ଏ1843ସାଲରେ ବ୍ରାହ୍ମଧର୍ମରେ ଦୀକ୍ଷିତ ହୋଇଥିଲେ ଓ ଆଦି ବ୍ରାହ୍ମସମାଜର ନେତୃସ୍ଥାନୀୟ ଥିଲେ]