ମହମ୍ମଦ୍ ମହ୍ସୀନ୍ Mahammad mah-sīn
- ବୈଦେ. ବି. (ନାମ) (ଫା. ମହମ୍ମଦ ମହସୀନ୍) — ବଙ୍ଗଦେଶର ହୁଗୁଲି ନିବାସୀ ଧର୍ମ— ପରାୟଣ ଓ ଦାନଶୀଳ ମୁସଲମାନ — A pious and bounteous Mahomedan of Huguly in Bengal
- ବୈଦେ. ବି. (ନାମ) (ଫା. ମହମ୍ମଦ ମହସୀନ୍) — [ଦ୍ର—ଏହାଙ୍କର ଜନ୍ମ 1732 ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଏ ପ୍ରାୟ 9 ଲକ୍ଷ ଟଙ୍କା ଦାନ କରି ସରକାରଙ୍କ ଜିମାରେ ଗୋଟିଏ ମୂଳପାଣ୍ଠି ସୃଷ୍ଟି କରି ଯାଇଅଛନ୍ତି। ଏହିଫଣ୍ଡର ସୁଧରୁ ଶତ ଶତ ଗରୀବ ମୁସଲାମାନ ଛାତ୍ରଙ୍କୁ ବିଦ୍ୟାଦାନ କରା ଯାଉଅଛି।] — [ଦ୍ର—ଏହାଙ୍କର ଜନ୍ମ1732ଖ୍ରୀଷ୍ଟାବ୍ଦରେ ହୋଇଥିଲା ଏ ପ୍ରାୟ9ଲକ୍ଷ ଟଙ୍କା ଦାନ କରି ସରକାରଙ୍କ ଜିମାରେ ଗୋଟିଏ ମୂଳପାଣ୍ଠି ସୃଷ୍ଟି କରି ଯାଇଅଛନ୍ତି ଏହିଫଣ୍ଡର ସୁଧରୁ ଶତ ଶତ ଗରୀବ ମୁସଲାମାନ ଛାତ୍ରଙ୍କୁ ବିଦ୍ୟାଦାନ କରା ଯାଉଅଛି]