ମହମ୍ମଦୀୟ Mahammadīya

  • ଦେ. ବିଣ. (ଫା. ମହମ୍ମଦ+ସଂ. ପ୍ରତ୍ୟୟ. ଈୟ) — ମହମ୍ମଦଙ୍କ ସମ୍ବନ୍ଧୀୟ; ମୁସଲମାନ ଧର୍ମ ସମ୍ବନ୍ଧୀୟ — Mahomedan