ମହଦ୍ଗୁଣ Mahadguṇa

  • ସଂ. ବିଣ. ପୁଂ. (ବହୁବ୍ରୀହି; ମହତ୍+ଗୁଣ) — ମହାପୁରୁଷ— ମାନଙ୍କଗୁଣ ବିଶିଷ୍ଟ (ବ୍ଯକ୍ତି) — Having the qualities of the great (Apte)